ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, ଗୁରୁତର

ନବରଙ୍ଗପୁର ସହରର ଏକ ହୋଟେଲ ନିକଟରେ ଆଜି ସନ୍ଧ୍ୟାରେ ଜଣେ ଯୁବକକୁ କେହି ଜଣେ ଦୁର୍ବୃତ୍ତ ଏକ ଖଣ୍ଡାରେ ଅଚାନକ ଆକ୍ରମଣ କରି ଫେରାର ହୋଇଯାଇଛି l ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes