ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଝରଣପୁର ଗ୍ରାମରେ ଗଞ୍ଜେଇ କାରବାର ଅଭିଯୋଗରେ ଗତକାଲି ରାତିରେ ପୁଲିସ ଜଣେ ଯୁବକଙ୍କୁ ଉଠାଇ ଆଣି ଅଟକ ରଖିଥିଲା l
ଏହା ପ୍ରତିବାଦରେ ଆଜି ସକାଳେ ପ୍ରାୟ 6 ଟି ପଞ୍ଚାୟତର ଲୋକେ ଅଡବା ଥାନାରେ ଭଙ୍ଗାରୁଜା କରିବା ସହ ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଦେଖିବାକୁ ମିଳିଛି l