ଯୁବକଙ୍କୁ ଅଟକ ପରେ ଅଡବା ଥାନାରେ ଲୋକଙ୍କ ଆକ୍ରମଣ, ଭଙ୍ଗାରୁଜା

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଝରଣପୁର ଗ୍ରାମରେ ଗଞ୍ଜେଇ କାରବାର ଅଭିଯୋଗରେ ଗତକାଲି ରାତିରେ ପୁଲିସ ଜଣେ ଯୁବକଙ୍କୁ ଉଠାଇ ଆଣି ଅଟକ ରଖିଥିଲା l
ଏହା ପ୍ରତିବାଦରେ ଆଜି ସକାଳେ ପ୍ରାୟ 6 ଟି ପଞ୍ଚାୟତର ଲୋକେ ଅଡବା ଥାନାରେ ଭଙ୍ଗାରୁଜା କରିବା ସହ ପୁଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes