ଯାତ୍ରୀବାହୀ ବସ୍ ଓଲଟି ୨୦ରୁ ଊର୍ଦ୍ଧ ଆହତ

ଖୋର୍ଦ୍ଧା ଜିଲ୍ଲା ବାଘମାରୀ ରାସ୍ତାର ସିମୋର ନିକଟରେ ରାସ୍ତା କଡ଼କୁ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଲଟି ପଡିବାରୁ ୨୦ରୁ ଊର୍ଦ୍ଧ ଆହତ ହୋଇଛନ୍ତି ।

ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇପଡିଛି ।ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes