ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ପାଇଁ ସେକ୍ସନ ଇଞ୍ଜିନିୟର ଓ ଗ୍ୟାଙ୍ଗମ୍ୟାନ ନିଲମ୍ବିତ

ଜୟପୁର ଓ ଛତ୍ରୀପୁଟ ମଧ୍ୟରେ ଆଜି ବିଶାଖାପଟନମ – କିରଣ୍ଡୁଲ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହେବା ଘଟଣାରେ ଜଣେ ସେକ୍ସନ ଇଞ୍ଜିନିୟର ଓ ଜଣେ ଗ୍ୟାଙ୍ଗମ୍ୟାନଙ୍କୁ ନିଲମ୍ବିତ କରାଯାଇଥିବା ଜିଆରଏମ ଅନୁପ ଶତପଥି କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes