ମ୍ୟୁଜିୟମର ରକ୍ଷଣାବେକ୍ଷଣ ନେଇ ମୟୁରଭଞ୍ଜ ଲଭର୍ସର ଦାବିପତ୍ର

ଓଡିଶାର ପ୍ରଥମ ସଂଗ୍ରହାଳୟ ବାରିପଦା ମ୍ୟୁଜିୟମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଜି ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସଙ୍କ ବାରିପଦା ଗସ୍ତ ସମୟରେ ମୟୂରଭଞ୍ଜ ଲଭର୍ସ ସଂଗଠନର ସଦସ୍ୟ ମାନେ ତାଙ୍କୁ ଭେଟିବା ସହ ମ୍ୟୁଜିୟମର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

ଜରୁରୀକାଳିନ ଭିତ୍ତିରେ ସରକାରଙ୍କ ଦ୍ବାରା ବାରିପଦା ମ୍ୟୁଜିୟମର ସଠିକ୍ ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes