ମୋ ଘର ଯୋଜନାକୁ କ୍ୟାବିନେଟରେ ମୋହର

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମୋ ଘର ଯୋଜନାକୁ ମଞ୍ଜୁରୀ ଦିଆଯାଇଛି l
ଏହି ଯୋଜନାରେ 25 ହଜାର ଟଙ୍କାରୁ କମ ଆୟ, କିମ୍ବା 5 ଏକର ଜଳସେଚିତ କିମ୍ବା 15 ଏକର ଅନ ଜଳସେଚିତ ଜମିରୁ କାମ ଜମି ଥିବା ପରିବାରକୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes