ମୋହନ ମାଝୀଙ୍କ ନେତୃତ୍ଵରେ ଭାଜପା ବିଧାୟକ ପ୍ରସ୍ତାବକ ହେଲେ

କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ନେତୃତ୍ଵରେ ରାଜ୍ୟର ୧୩ ଜଣ ଭାଜପା ବିଧାୟକ ରାଷ୍ଟ୍ରପତି ନିର୍ବାଚନରେ ପ୍ରସ୍ତାବକ ହେବା ପାଇଁ ଦିଲ୍ଲୀ ଯାଇଛନ୍ତି ।

ସେଠାରେ ସେମାନେ ଏନ୍ ଡି ଏର ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes