ମୋଦି ସରକାରଙ୍କ ୮ ବର୍ଷର ଉପଲବ୍ଧି କହିଲା ରାଜ୍ୟ ବିଜେପି

ମୋଦି ସରକାରଙ୍କ ୮ ବର୍ଷର ଉପଲବ୍ଧି ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ବିଗତ ୮ ବର୍ଷରେ ସାରା ଦେଶରେ ୩ କୋଟି ପକ୍କା ଘର ଯୋଗାଇ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାରେ ୨୬ ଲକ୍ଷ ଘର ପ୍ରାବଧାନ ହୋଇଛି।

ଓଡ଼ିଶାର ଗ୍ରାମାଞ୍ଚଳରେ ୧୮.୩୮ ଲକ୍ଷ, ସହରରେ ୧୩ ହଜାର ଘର ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଗତ ୮ ବର୍ଷ ହେବ ବାତ୍ୟା ହେଉ କି ବନ୍ୟା ହେଉ କି ବର୍ଷାର ଦୁର୍ବିପାକ, ୨୪ଘଣ୍ଟା ନପୂରଣୁ ଓଡ଼ିଶା ପଛରେ ଛିଡ଼ା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes