ମେ ୩୧ର ଯୁକ୍ତ ଦୁଇ ପରୀକ୍ଷା ଜୁନ ୪ ରେ ହେବ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଆସନ୍ତା 31 ତାରିଖରେ ହେବାର ଥିବାରୁ ସେଦିନ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଜୁନ 4 ତାରିଖରେ ହେବ ବୋଲି ଆଜି ଯୁକ୍ତ ଦୁଇ ପରିଷଦ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes