ମେ ପହିଲାରୁ ସକାଳ ୬ ରୁ ୯ କ୍ଲାସ ହେବ

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏବେ ସକାଳୁଆ ସ୍କୁଲ ଚାଲୁ ରହିବ ଏବଂ ଆସନ୍ତା 1 ତାରିଖରୁ ଜୁନ 5 ତାରିଖ ପର୍ଯ୍ୟନ୍ତ ସକାଳ 6 ଟାରୁ 9 ଟା ପର୍ଯ୍ୟନ୍ତ କ୍ଲାସ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l

ଜୁନ 6 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ସ୍କୁଲ ଗୁଡିକରେ ଖରା ଛୁଟି ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes