ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ

ମାଲକାନଗିରି ଜିଲ୍ଲା କାଲିମେଳା ମେଡିକାଲକୁ ଚେକ୍ଅପ୍ ପାଇଁ ଆସିଥିବା ୨ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି।

ଏହି ୨ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ ପୂର୍ବରୁ ଚେକ୍ଅପ୍ ପାଇଁ ଆଣିଥିଲ। ପୁଲିସ ନିକଟ ଜଙ୍ଗଲରୁ ଜଣକୁ ଧରିଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଅଛି। ସୂଚନା ଅନୁସାରେ, ଗତ ବୁଧବାର ଗଞ୍ଜେଇ ଚାଲାଣ ନେଇ ୨ ଜଣକୁ ଗିରଫ କରିଥିଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes