ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ର ମୃତ

ବଲାଙ୍ଗୀର ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ଆଜି ଜଣେ ମେଡିକାଲ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି l

ମୃତକ ପ୍ରଥମ ବର୍ଷ ଏମବିବିଏସ ଛାତ୍ର ନିଶାନ୍ତ କୁମାରଙ୍କ ଘର ହରିଆନାରେ l ତେବେ କେଉଁ କାରଣରୁ ସେ ଛାତରୁ ପଡିଛନ୍ତି ଏବଂ ଏହା ଦୁର୍ଘଟଣା କି ଅନ୍ୟ କିଛି ତାହା ଜଣାପଡ଼ିନାହିଁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes