ମୃଦୁ ପାନୀୟ କମ୍ପାନୀରେ ପୁଲିସର ଚଢାଉ

କଟକ ଜଗତପୁର ଠାରେ ଥିବା ମୃଦୁ ପାନୀୟ କମ୍ପାନୀରେ‌ ନିମ୍ନମାନର କଞ୍ଚା ମାଲ୍‌ ବ୍ୟବହାର କରି ପ୍ରସ୍ତୁତ ହେଉଥିବା ଅଭିଯୋଗରେ ଚଢ଼ାଉ କରିଛି କମିଶନରେଟ ପୁଲିସ।

ଜଗତପୁର ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢାଉ କରି ବିପୁଳ ପରିମାଣର ମୃଦୁ ପାନୀୟ ଜବତ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes