ମୁଥୁରାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ବୌଦ୍ଧ ହରଭଙ୍ଗା ବ୍ଲକ ମୁଥୁରା ପଞ୍ଚାୟତ ପରିସରରେ ନବନିର୍ବାଚିତ ସରପଞ୍ଚ ପ୍ରଦୀପ କହଁରଙ୍କ ତତ୍ତ୍ଵାବଧାନରେ ଆଜି ପଞ୍ଚାୟତିରାଜ ଦିବସ ପାଳିତ ହୋଇଛି।‌

ଏହି ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।‌ ଏଥିରେ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes