ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଟାଲୀ ଗସ୍ତ କାହା ଟଙ୍କାରେ ହୋଇଛି ଏବଂ ଶଙ୍କରାଚାର୍ଯ୍ୟଙ୍କୁ କେବେ ଭେଟିବାକୁ ଯାଇନଥିବା ବେଳେ ଧାଡିରେ ଛିଡା ହୋଇ କଣପାଇଁ ପୋପଙ୍କୁ ଭେଟିବାକୁ ଗଲେ ବୋଲି ଆଜି ପ୍ରଶ୍ନ କରିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର l
ଓଡିଶାକୁ ଖ୍ରୀଷ୍ଟିଆନ ରାଜ୍ୟ କରିବାକୁ ଚେଷ୍ଟା କରାଗଲେ ବିରୋଧ କରାଯିବ ବୋଲି ସେ କହିଛନ୍ତି l