ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜି ଇଡି ରିମାଣ୍ଡରେ ନେଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ବେଳେ ଅର୍ଚ୍ଚନା ନାଗ କହିଛନ୍ତି, ମୁଁ ଇଡିକୁ ଅପେକ୍ଷା କରିଥିଲି, ମୁହଁ ଖୋଲିବାକୁ ସୁଯୋଗ ମିଳିବ, କିଏ କିଏ ସବୁ ସଂପୃକ୍ତ ଅଛନ୍ତି, ସବୁ ପ୍ରମାଣ ଦେଖାଇବି।
ପଣସ ଖାଇ ମୋ ମୁଣ୍ଡରେ ୨ ଜଣ ଅଠା ବୋଳିଛନ୍ତି ବୋଲି ଅର୍ଚ୍ଚନା କହିଛନ୍ତି।