ମାହେଶ୍ୱରୀ ସଂସ୍କୃତି ପ୍ରକୃତି ପୂଜା ସହ ଜଡ଼ିତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମରେ ଦେବୀ ମାହେଶ୍ୱରୀଙ୍କ ନବକଳେବର ଅବସରରେ ପ୍ରଥମ ସନ୍ଧ୍ୟାରେ ଆଜି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଓ ଉପଖଣ୍ଡ ସ୍ତରୀୟ ପୁଲିସ ଅଧିକାରୀ ଡୋଲାମଣି ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ମାହେଶ୍ଵରୀ ସଂସ୍କୃତି ଖୁବ୍ ପୁରାତନ ଓ ପ୍ରକୃତି ପୂଜା ସହ ଜଡ଼ିତ ଏହି ସଂସ୍କୃତି ଆବହମାନ କାଳରୁ ରହି ଆସିଥିବା ଅତିଥିମାନେ ପ୍ରକାଶ କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes