ମାହାଙ୍ଗା ଡବଲ ମର୍ଡର ମାମଲାର ତଦନ୍ତ ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ତଦନ୍ତ ଅଧିକାରୀ ସାଲେପୁର ଏସଡିପିଓଙ୍କୁ ତଦନ୍ତ ତୁରନ୍ତ ସାରିବାକୁ‌ ନିର୍ଦ୍ଦେଶ ଦେଇଛନ୍ତି ଜେଏମ୍ଏଫସି କୋର୍ଟ।

ଦୈନିକ ଭିତ୍ତିରେ ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦେବାକୁ କହିଛନ୍ତି କୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes