ମାଷ୍ଟରକ୍ୟାଣ୍ଟିନ ଛକରେ ଜିଲ୍ଲା ବିଜେପିର ଆନ୍ଦୋଳନ

ଭୁବନେଶ୍ୱର ପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ରାସ୍ତାକୁ ଓହ୍ଲାଇଛି ଭୁବନେଶ୍ୱର ଜିଲ୍ଲା ବିଜେପି।

ମାଷ୍ଟରକ୍ୟାଣ୍ଟିନ ଛକରେ ଜିଲ୍ଲା ବିଜେପି ଆନ୍ଦୋଳନ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes