ମାଳି କଲୋନୀରେ ନଳକୂପ ପାଇଁ ଦୀର୍ଘଦିନର ଦାବି ପୂରଣ

ୱାର୍ଡ଼ – 35 ୟୁନିଟ -3 ସ୍ଥିତ ମାଳି କଲୋନୀରେ ସ୍ଥାନୀୟ ବାସୀଙ୍କ ଏକ ନଳକୂପ ପାଇଁ ଦୀର୍ଘଦିନର ଦାବି ଥିଲା l ଆଜି ୱାଟକୋ ଦ୍ୱାରା ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି l

ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ରଞ୍ଜୁଲତା ରାୟ ଏବଂ ସ୍ଥାନୀୟ ବାସୀଙ୍କ ଉପସ୍ଥିତିରେ ଭୂମିପୂଜନ କରାଯିବା ସହିତ କାର୍ଯ୍ୟ ଆରମ୍ଭ କରାଗଲା l ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ମାଳିକଲୋନୀବାସୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes