ମାଳିପର୍ବତର ଖଣି ଲିଜ୍ ବାତିଲ ଦାବିରେ ଆପତ୍ତି ପତ୍ର ପ୍ରଦାନ

ସରକାର ହିଣ୍ଡାଲକୋକୁ ଦେଉଥିବା କୋରାପୁଟର ମାଳିପର୍ବତ ଖଣି ଲିଜ ବାତିଲ କରିବା ଦାବୀରେ ମାଳି ପର୍ବତ ସୁରକ୍ଷା ସମିତି ସଭାପତି ବିଜୟ ଖିଲୋ, ସଂପାଦକ ଅଭି ସଡାପେଲ୍ଲୀ, ସଦସ୍ୟ ନିରଞ୍ଜନ ଖିଲୋ, ଲକ୍ଷ୍ମୀ ଖିଲୋ, ଦସୁ ଦିଶାରୀ ଏବଂ କମଳା କ୍ରିସାନିଙ୍କ ଏକ ପ୍ରତନିଧି ଦଳ ଭୁବନେଶ୍ୱର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବଙ୍କୁ ଏକ ଆପତ୍ତି ପତ୍ର ପ୍ରଦାନ କରିଛନ୍ତି।

ମାଳିପର୍ବତ ଆମ ଜୀବନ ହୋଇଥିବାରୁ ଆମେ ମରିବୁ ପଛେ ଖଣି ଖନନ ପାଇଁ ହିଣ୍ଡାଲକୋ କମ୍ପାନୀ ହାତରେ ଟେକି ଦେଇପାରିବୁ ନାହିଁ ବୋଲି ସେମାନେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes