ମାଲ୍‌ବାହୀ ଟ୍ରେନ୍‌ର ୨ଟି ବଗି ଲାଇନଚ୍ୟୁତ

ଛତ୍ରପୁର-ଗଞ୍ଜାମ ଷ୍ଟେସନ ମଝିରେ ୨ଟି ବଗି ଲାଇନଚ୍ୟୁତ ହୋଇଛି।ଟ୍ରେନଟି ରାଜଗାଙ୍ଗପୁରରୁ ଯିବା ବେଳେ ଅଘଟଣ ଘଟିଛି।

ମରାମତି କାମ ଜାରି ରହିଥିବାରୁ ବିଶାଖାପାଟଣାରେ କିଛି ପାସେଞ୍ଜର ଟ୍ରେନ୍ ଅଟକିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes