ମାଲଗୋଦାମ ଅଞ୍ଚଳରୁ ନକଲି ସସ ଜବତ, ୨ ଅଟକ

କଟକ ମାଲଗୋଦାମ ଥାନା ଓ ସିଏମସି ସ୍ଵାସ୍ଥ୍ୟ ବିଭାଗ ଟିମ୍ ଚଢାଉ କରି
ବିଭିନ୍ନ ପ୍ରକାରର ରଙ୍ଗ ବ୍ୟବହାର କରାଯାଇ ତିଆରି କରାଯାଉ ଥିବା ନକଲି ସସ୍ ଜବତ୍ କରିଛନ୍ତି।

୫୦ ପେଟି ସସ ସହ ୫୦ ପେଟି ଚାଓମିନ ପ୍ୟାକେଟ ଜବତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes