ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧାରେ ଅଟକିଗଲା ଲିଫ୍ଟ

ହସ୍ପିଟାଲର ୩ୟ ଓ ଚତୁର୍ଥ ମହଲା ମଝିରେ ଲିଫ୍ଟ ଅଟକି ରହିଛି।

ଲିଫ୍ଟରେ ଅଧଘଣ୍ଟାରୁ ଅଧିକ ସମୟ ୧୫ରୁ ଊର୍ଦ୍ଧ୍ୱ ରୋଗୀ ସମ୍ପର୍କୀୟ ଓ ମେଡିକାଲ କର୍ମଚାରୀ ଅଟକି ରହିଥିଲେ। ଏମର୍ଜେନ୍ସି ଗେଟ ଖୋଲି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଅନ୍ୟ କର୍ମଚାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes