ମାଲକାନଗିରିରେ ଖୁବ ଶୀଘ୍ର ଆରମ୍ଭ ହେବ ବିମାନ ବନ୍ଦର କାର୍ଯ୍ୟ

ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମାଲକାନଗିରି ଜିଲ୍ଲା ଗସ୍ତ କରି ପ୍ରସ୍ତାବିତ ହୋଇଥିବା ୫୪.୧୫କୋଟିର ପ୍ରକଳ୍ପକୁ ଖୁବ ଶୀଘ୍ର ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାଲକାନଗିରି ଜିଲ୍ଲାର ତିନି ରାଜ୍ୟର ସୀମାନ୍ତବର୍ତ୍ତୀ ଅଂଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବିଝିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes