ମାନସ ହତ୍ୟା ମାମଲାର ଆଠ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଗଲା

କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାର ଆଠ ଜଣ ଅଭିଯୁକ୍ତଙ୍କୁ ଆଜି ଭଦ୍ରକ ଜେଲରୁ ନେଇ ପୁଲିସ ଚାନ୍ଦବାଲି ଜେଏଏମସି କୋର୍ଟରେ ହାଜର କରାଇଛି l ମାମଲାର ପରବର୍ତ୍ତୀ ଶୁଣାଣି ମେ 2 ତାରିଖକୁ ରହିଛି l

ହାଜର ହୋଇଥିବା ଅଭିଯୁକ୍ତ ମାନେ ହେଲେ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠି ଏବଂ ରଞ୍ଜନ ନାୟକଙ୍କ ସମେତ ଅନ୍ୟ ଚାରିଜଣ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes