ମାଟ୍ରିକ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ୩ ଛାତ୍ର ଆହତ

ଗଞ୍ଜାମ ଜିଲ୍ଲା ପାଟପୁର ହାଇସ୍କୁଲ ପରିସରରେ ପରୀକ୍ଷା ଶେଷ ପରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି।

ଏଥିରେ ୩ ଛାତ୍ର ଆହତ ହୋଇଛନ୍ତି। ଛାତ୍ରଙ୍କୁ ଆଡ଼ପଡ଼ା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ପାଟପୁର ପୁଲିସ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes