ମାଟ୍ରିକ୍‌ରେ ୫୧୯ ନମ୍ବର ରଖିଥିବା ଛାତ୍ରଙ୍କ ମୃତ୍ୟୁ

ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତ ଶ୍ରୀରାମପୁର ଗାଁରେ ୧୬ ବର୍ଷୀୟ ବାଳକ ବାଡ଼ି ପାଖ ପୋଖରୀରେ ଗାଧୋଉଥିବାବେଳେ ଗଭୀର ପାଣିରେ ବୁଡ଼ିଯାଇଥିଲେ।

ଗତକାଲି ପ୍ରକାଶିତ ମାଟ୍ରିକ ରେଜଲ୍ଟରେ ୮୬% ରଖିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes