ମାଝିଗୁଡ଼ାରେ ପାଣି ଖାତରେ ପଡ଼ି ୪ ଶିଶୁ ମୃତ୍ୟୁ ଘଟଣାରେ ଏନ୍ଏଚ୍ଆରସିରେ ମାମଲା ରୁଜୁ

କୋରାପୁଟ ଜିଲ୍ଲା ମାଝିଗୁଡ଼ାରେ ପାଣି ଖାତରେ ପଡ଼ି ୪ ଶିଶୁ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ ହୋଇଛି।

ପ୍ରତି ମୃତକଙ୍କ ପରିବାର ପିଛା ୪୦ ଲକ୍ଷ କ୍ଷତିପୂରଣ ଦେବାକୁ ଦାବି କରିବା ସହ ଠିକା ସଂସ୍ଥା ନାଁରେ ଅପରାଧିକ ମାମଲା ରୁଜୁ ପାଇଁ ଆବେଦନ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes