ମାଛ ଧରିଲା ବେଳେ ନଦୀରେ ଭାସିଗଲେ ଯୁବକ

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଏମ୍ଭି ୩୧ ଗାଁର ଯୁବକ ମାଛ ଧରିଲା ବେଳେ ନଦୀରେ ଭାସିଯାଇଥିଲେ।

ବହୁ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes