ମାଙ୍କଡା ପଥର ଗାଡ଼ିକୁ ପିଛା ବେଳେ ମହିଳା ଆରଆଇଙ୍କୁ ଆକ୍ରମଣ

ପୁରୀ ଜିଲ୍ଲା ଶିଉଳା ସର୍କଲ ଆରଆଇ ଅଭିଲିପ୍ସା ପାଣ୍ଡେଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି।

ଅନନ୍ତପୁର ଛକରେ ଯାଞ୍ଚ ବେଳେ ପଥର ବୋଝେଇ ଟ୍ରାକ୍ଟର ଚମ୍ପଟ ମାରିଥିଲା। ଟ୍ରାକ୍ଟରକୁ ପିଛା କଲାବେଳେ ଚଳନ୍ତା ଟ୍ରାକ୍ଟର ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲେ। ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ମନ୍ଦିର ପାଚେରିରେ ମାଡ଼ ହୋଇଥିଲା। ଏହାକୁ ନେଇ ଉତକ୍ଷିପ୍ତ ଗାଁଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes