ମାକୁ ପିଟି ପିଟି ମାରିଦେଲା ପୁଅ

କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ବାଡ଼ାଙ୍ଗୀସାହିରେ ଏହି ଘଟଣା ଘଟିଛି।

ବୃଦ୍ଧା ମା’କୁ ପିଟି ମାରିଦେଇଛନ୍ତି ମାନସିକ ବିକୃତି ଥିବା ପୁଅ। ପୁଲିସ ପୁଅକୁ ଅଟକ ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes