ମା’କୁ ତଣ୍ଟିଚିପି ମାରିଲା ପୁଅ

ବରଗଡ଼ ଜିଲ୍ଲା ସଦର ଥାନା ପିପିଲିପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

୭୦ ବର୍ଷୀୟା ବୃଦ୍ଧା ମା’କୁ ମାଡ଼ ମାରିବା ସହ ତଣ୍ଟିଚିପି ମାରି ଦେଇଛି ପୁଅ।
ଅଭିଯୁକ୍ତ ପୁଅକୁ ଅଟକ ରଖି ସଦର ଥାନା ପୁଲିସ ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes