ମାଓବାଦୀ ପୋତିଥିବା ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଜଙ୍ଗଲରେ ଆଜି ଏସଓଜି ଓ ଡିଭିଏଫ ଯବାନ ମନେ କମ୍ବିଂ ସମୟରେ ଦୁଇଟି ବନ୍ଧୁକ, ବିସ୍ଫୋରକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes