ମାଆ ହେଲା ସିଂହୀ ରେୱାର

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ରେୱାର ୪ଟି ଶାବକ ଜନ୍ମ ଦେଇଥିଲା ବେଳେ ୨ଟିର ମୃତ୍ୟୁ ଘଟିଛି।

ଜୀବିତ ୨ଟି ଶାବକକୁ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes