ମହିଳା ନେତୃତ୍ୱ ତାଲିମ ଶିବିର ଉଦଯାପିତ

ଦ ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଦ୍ୱାରା ତରଭା ବ୍ଲକ ଗର୍ଜା କଲ୍ୟାଣ ମଣ୍ଡପଠାରେ ଚାଲିଥିବା ତିନିଦିନିଆ ମହିଳା ନେତୃତ୍ୱ ଦକ୍ଷତା ବୃଦ୍ଧି ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି l

ଫିଲଡ଼ ଟ୍ରେନର ଲକ୍ଷ୍ଣଣ କୁମାର ସା ତାଲିମ ପ୍ରଦାନ ଦେଇଥିଲେ ଏଥିରେ ଶିବତୁଲା, କଟାପାଲି,ଝାରତରଭା, ବଡ଼ଭଉଁରୋ,ମରାଡୁଗୁଛା ଗ୍ରାମପଞ୍ଚାୟତର ନବନିର୍ବାଚିତ ମହିଳା ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡମେମ୍ବର ମାନେ ଅଂଶ ଗ୍ରହଣ କରି ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ପ୍ରୋଗ୍ରାମ ଆସୋସିଏଟ ଗୁଣନିଧି ମାଝୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version