ମହିଳା ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

ଦ ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଦ୍ୱାରା ତରଭା ବ୍ଲକ ଚାରଭଟ୍ଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ତିନିଦିନିଆ ମହିଳା ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ତାଲିମରେ ପ୍ରିତୃ ସତାର ପ୍ରଭାବ, ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା, ଗ୍ରାମସଭା,ପଲ୍ଲିସଭା ଆଦିରେ ମହିଳା ପ୍ରତିନିଧିଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଓ ଭୂମିକା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏଥିରେ କମସରା, କୁମ୍ଭାରମୁଣ୍ଡା,ଚାରଭଟ୍ଟା, ବାଲିଖମାର ଗ୍ରାମପଞ୍ଚାୟତର ନିର୍ବାଚିତ ମହିଳା ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes