ମହିଳା ଗୋପାଳନ ସମ୍ମିଳନୀ ଅନୁଷ୍ଠିତ

ବୌଦ୍ଧ ସହର ସ୍ଥିତ ଟାଉନ ହଲ ଠାରେ ଆଜି ମିଶନ ଶକ୍ତି ପକ୍ଷରୁ ମହିଳା ଗୋପାଳନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।‌

ଏଥିରେ ସୂଚନା ଲୋକସମ୍ପର୍କ ବିଭାଗ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅଞ୍ଚଳର ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes