୧୧ ତାରିଖରୁ ନିଖୋଜ ହୋଇଥିବା ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା କରିଛନ୍ତି ଓଡ଼ିଶା କୋଚ୍।
ରାଜଶ୍ରୀ ୨୫ ଜଣିଆ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ। ଚୂଡ଼ାନ୍ତ ଦଳରେ ସ୍ଥାନ ନ ମିଳିବାକୁ ନେଇ ସେ ଚାପରେ ଥିବା ଏତଲା ଉଲ୍ଲେଖ ହୋଇଛି।
Credible Local News of Odisha