ମହିଳାଙ୍କ ମାଡ଼ରେ ରେଳ ପ୍ରକଳ୍ପ ଭୂଅର୍ଜନ ଅଧିକାରୀ ଆହତ

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଭୂଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରିଙ୍କୁ ନୟାଗଡ଼ ଟାଉନରେ ବହୁସଂଖ୍ୟାରେ ମହିଳା ଝାଡୁରେ ପିଟିବାରୁ ଆହତ ହୋଇଛନ୍ତି।

ଜମିହରାଙ୍କୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବ କରିବା ଅଭିଯୋଗରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆହତ ଭୂଅର୍ଜନ ଅଧିକାରୀଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes