ଗଞ୍ଜାମ ମହାମାୟୀ ମହିଳା ମହାବିଦ୍ୟାଳୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଆଜି ଅନୁଷ୍ଟିତ ହୋଇଥିଲା।
ଯୁବ ସଂସ୍କାର ସଂଯୋଜିକା ପ୍ରାଧ୍ୟାପିକା ଡ଼.ଜୟନ୍ତୀ ରାଣୀ ପଣ୍ଡାଙ୍କ ତତ୍ବବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଡ଼.ଏସ୍.ନାରାୟଣ ରାଓ ଅଧ୍ୟକ୍ଷତା କରି ଛାତ୍ରୀ ଙ୍କୁ ଚରିତ୍ରବାନ, ଶୃଙ୍ଖଳିତ ଓ ଦାୟିତ୍ୱବାନ ହେବା ପାଇଁ ଉପଦେଶ ଦେଇଥିଲେ।