ମହାବୀର ଜୟନ୍ତୀ ଅବସରରେ ଝଣ୍ଡା ଶୋଭାଯାତ୍ରା

କେନ୍ଦୁଝର ସହରରେ ମହାବୀର ଜୟନ୍ତୀ ଅବସରରେ ମହାବୀରଙ୍କ ବିରାଟକାୟ ଝଣ୍ଡା ଧରି ଭକ୍ତ ମାନେ ଜୟ ଶ୍ରୀ ରାମ, ଜୟ ବଜରଙ୍ଗୱାଲି ସ୍ଲୋଗାନ ଦେଇ ସହର ପରିକ୍ରମା କରିଛନ୍ତି।

ବିଭିନ୍ନ ସ୍ଥାନରେ ଭକ୍ତ ତଥା ଅନ୍ୟ ମାନଙ୍କ ପାଇଁ ପଣା ପାଣି ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ବଳ ନିୟୋଜିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes