ମହାବଳ ବାଘ ଚମଡ଼ା ଜବତ, ଜଣେ ଅଟକ,

ଆନନ୍ଦପୁର ବନ୍ୟ ପ୍ରାଣୀ ବନ ଖଣ୍ଡ ଅଧିନସ୍ଥ ଦଇତାରୀ ରେଞ୍ଜ ଅନ୍ତର୍ଗତ ବୁଢିପଦା ଗ୍ରାମରୁ ବନ ବିଭାଗ ଚଢାଉ କରି ଏକ ରୟାଲ ବେଙ୍ଗଲ ବାଘ ର ଚମଡା ଜବତ୍ କରିଛନ୍ତି। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଛି।

ଉଦ୍ଧାର ବେଳେ ଗ୍ରାମବାସୀ ମାନେ ବନ ବିଭାଗ କର୍ମଚାରୀ ଙ୍କୁ ଅଟକ ରଖିଥିଲେ। ଫଳରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଥାନା କୁ ଆଣିଥିବା ଜଣା ପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes