ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି

ପୁରୀ ରାଜଭବନରେ ତଳେ ବସି କଦଳୀ ପତ୍ରରେ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି ।

ଏହି ସମୟରେ ତାଙ୍କ ସାଙ୍ଗରେ ଗଜପତି ମହାରାଜା ଏବଂ ମହାରାଣୀ ରହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes