ମହାନଦୀ ବନ୍ୟା ଜଳରେ ଆଠଗଡ଼ର ଅନେକ ଅଞ୍ଚଳ ବିଛିନ୍ନ

ମହାନଦୀ ବନ୍ୟା ଜଳରେ ଅଂଶୁପା ହ୍ରଦ ସମ୍ପୂର୍ଣ୍ଣ ବୁଡି ଯାଇଥିବା ବେଳେ ଆଠଗଡ଼ ଓ ତିଗିରିଆ ବ୍ଲକର ଅନେକ ପଞ୍ଚାୟତ ବିଛିନ୍ନ ହୋଇଯାଇଛି l ପ୍ରଶାସନ ପକ୍ଷରୁ ଅଞ୍ଚଳର ଲୋକଙ୍କୁ ଡ଼ଙ୍ଗା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version