ମହାନଦୀରେ ଫସିଥିବା ହାତୀ ମଧ୍ୟରୁ କୂଳକୁ ଆସିଲା

କଟକ ଭଗିପୁର ନିକଟ ମହାନଦୀରେ ଫସିଥିବା ୨ଟି ହାତୀ ମଧ୍ୟରୁ ଗୋଟିଏ ହାତୀ ନଦୀରୁ ଉଠି ପାଖ ଜଙ୍ଗଲକୁ ଯାଇଛି।

ଅନ୍ୟ ହାତୀଟି ବର୍ତ୍ତମାନ ମଧ୍ୟ ପାଣି ଭିତରେ ଫସି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes