ମହାନଦୀକୁ ସ୍ନାନ ଯାତ୍ରାରେ ବାହାରିଲେ ବାବା ଗୁପ୍ତେଶ୍ୱର

ଆଜି ଝାମୁ ଯାତ୍ରାର ଅନ୍ତିମଦିବସ ବା ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ସୁବଳୟାର ନାରାୟଣୀ ଦଣ୍ଡ ପାର୍ଟି, ବାବା ଗୁପ୍ତେଶ୍ୱରଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ନିକଟ ମହାନଦୀକୁ ସ୍ନାନ ଯାତ୍ରାରେ ବାହାରିଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes