ମମିତାଙ୍କ ପରିବାର ପାଇବେ ୧୦ ଲକ୍ଷର ସହାୟତା ରାଶି

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମମିତାଙ୍କ ପରିବାରକୁ ସହାୟତା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ନିଷ୍ପତ୍ତି ନେଇଛି।

ସହାୟତା ପାଇବାକୁ ମମିତାଙ୍କ ଭାଇ ଆବେଦନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes