ମମିତାଙ୍କ ନ୍ୟୁକ୍ଲିଅର ଡିଏନ୍ଏ ବାପା ଓ ମାଆଙ୍କ ସହ ମିଶିଛି : ଆଇଜି

ମମିତାଙ୍କ ଡିଏନ୍ଏ ମିଶୁ ନ ଥିବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ଉତ୍ତରାଞ୍ଚଳ ଆଇଜିଙ୍କ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ମମିତାଙ୍କ ନ୍ୟୁକ୍ଲିଅର ଡିଏନ୍ଏ ବାପା ଓ ମାଆଙ୍କ ସହ ମିଶିଛି।

ମାଇକ୍ରୋ ଡିଏନ୍ଏ ପାଇଁ ଦେହବାଶେଷ ହାଇଦ୍ରାବାଦ ଯାଇଥିଲା, ପଠାଯାଇଥିବା ଦେହବାଶେଷ ପୋଡ଼ି ଯାଇଥିବାରୁ ମେଳ ହେଲାନି ବୋଲି ଆଇଜି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes